Last updated: 06 February 2022, 11:16 AM IST
ପ୍ରତି ଘର ସାମ୍ନାରେ ଲାଗିଛି କଳାପଟା। ସକାଳୁ ଉଠିଲେ ଏଇଠି ଅ, ଆ, ଇ ଲେଖୁଛନ୍ତି ପିଲା…ନିତିଦିନ ପିଲାଙ୍କ ପାଠକୁ ତଦାରଖ କରିବାକୁ ଆସୁଛନ୍ତି ସ୍କୁଲ ପ୍ରଧାନଶିକ୍ଷକ। ଏଇଠି ସରକାରୀ ଯୋଜନା ନୁହେଁ ବରଂ ଶିକ୍ଷକଙ୍କ ସାଧନା ହିଁ କାଲିର ଭବିଷ୍ୟତର ଗଢୁଛି ଭାଗ୍ୟ.