Advertisment

ଓଡ଼ିଶା ଜଙ୍ଗଲରୁ ନିପାତ ହୋଇଯିବେ କି ଗଜରାଜ ?

ଓଡ଼ିଶାରେ ହୁ ହୁ ବଢୁଛି ହାତୀମୃତ୍ୟୁ । ୨୦୧୨ରୁ ୨୨, ଗତ ୧୦ବର୍ଷରେ ବିଭିନ୍ନ କାରଣରୁ ମରିଛନ୍ତି ୭୮୪ ହାତୀ । ସେମିତି ହାତୀ-ମଣିଷ ଲଢ଼େଇରେ ବି ୯୨୫ ଲୋକଙ୍କ ଜୀବନ ବି ଯାଇଥିବା ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ