Last updated: 28 February 2022, 09:41 AM IST
ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ସହୃଦୟ ଓ ସ୍ନେହଭରା ଭିଡ଼ିଓ। ୟୁକ୍ରେନରେ ଫସିଥିବା ଭାରତୀୟ ଯୁବତୀ ମାଆଙ୍କୁ ମେସେଜ୍ରେ କହିଲେ, ଯୁଦ୍ଧ ବେଳେ ଏମାନଙ୍କୁ ଛାଡ଼ି ମୁଁ ଯାଇପାରିବିନି। ମୁଁ ନିଜେ ବି ଜାଣିନି ମିଜାଇଲରୁ ନିଜକୁ କେତେ ଦିନ ପର୍ଯ୍ୟନ୍ତ କରିପାରିବି ରକ୍ଷା...