By: Sarbeswar
Last updated: 02 December 2022, 10:17 PM IST
ଏଏସ୍ଓ ପରୀକ୍ଷାର ପ୍ରତ୍ୟେକ ବିଷୟ ପାଇଁ ଓପିଏସସି କଟ୍ ଅଫ୍ ମାର୍କ ନିର୍ଦ୍ଧାରଣ କରିପାରିବ କି ନାହିଁ। ଏହି ପ୍ରଶ୍ନକୁ ନେଇ ହାଇକୋର୍ଟରେ ମୁହାଁମୁହିଁ ଓପିଏସସି ଓ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ଯୁକ୍ତି ହେଲା- ଏଏସ୍ଓ ନିଯୁକ୍ତିର ଲିଖିତ ପରୀକ୍ଷାର ପ୍ରତ୍ୟେକ ବିଷୟ ପାଇଁ ଅଲଗା ଅଲଗା ଭାବେ କଟ୍ ମାର୍କ ରଖିପାରିବ ନାହିଁ ଓପିଏସସି।