Last updated: 28 February 2022, 09:48 AM IST
ଦିନେ ୟୁକ୍ରେନବାସୀଙ୍କୁ ମନଖୋଲା ହସାଉଥିଲେ। ଆଜି ସେହି ୟୁକ୍ରେନବାସୀଙ୍କ ପାଇଁ କାନ୍ଦୁଛନ୍ତି...ରାତିରେ ନିଦ ହେଉନି, ଦିନରେ ଖାଇବା ରୁଚୁନି। ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ସବୁ ଦେଶକୁ କରୁଛନ୍ତି ନିବେଦନ। ଜାଣନ୍ତୁ କମେଡ଼ିଆନରୁ ସେ କେମିତି ହୋଇଥିଲେ ରାଷ୍ଟ୍ରପତି...