Russia
Advertisment
୩ ବର୍ଷ ହେଲା ସରୁନି ରୁଷ ୟୁକ୍ରେନ୍ ଯୁଦ୍ଧ । ପାଗଳ ହୋଇଗଲେ ପୁଟିନ୍ ! ନିରୀହ ଶିଶୁ ଓ ଲୋକଙ୍କୁ ପୁଟିନ୍ କରୁଛନ୍ତି ହତ୍ୟା । ଏପରି କିଛି କହି ରୁଷ୍ ରାଷ୍ଟ୍ରପତି ଭ୍ଲଦିମିର ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମାଲୋଚନା କରିଛନ୍ତି । ନିକଟରେ ରୁଷ ଓ ୟୁକ୍ରେନ୍ ଯୁଦ୍ଧକୁ ନେଇ ରୁଷ୍ ବାୟୁସେନାର କମାଣ୍ଡର ୟୁରି ଡାସକିନ୍ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us