""
ଭଲ ଖବର Videos ଗରିବ ବାପାର ପଢ଼ୁଆ ପୁଅ, ବାପା ଦିନ ମଜୁରିଆ ପୁଅ ହେବ ଡାକ୍ତର ଏ ଝାଟିମାଟି ନୂଆଣିଆ ଚାଳଛପର ଘରର ଏ ହେଉଛନ୍ତି ଉଜ୍ଜଳ ପ୍ରଦୀପ । ଆପଣ ୟାଙ୍କୁ ସୁନା ପୁଅ ବୋଲି ମଧ୍ୟ କହିପାରିବେ । ବାପା ସିନା ଗରିବ ଦିନ ମଜୁରିଆ... ହେଲେ ଏ ପୁଅ ଡାକ୍ତର ହେବ । ଆଖିରେ ଥିବା ଅସୁମାରୀ ସ୍ୱପ୍ନ ଆଜି ତାଙ୍କର ସତ ହେବାକୁଯାଉଛି । ଏ ଗରିବ ବାପା ମା’ଙ୍କ ପୁଅ ଏମ୍ବିଏସ୍ ପଢ଼ି ଡାକ୍ତି ହେବାକୁ ଯାଉଛି । 01 Sep 2024 12:55 ISTPallipuspa Samal Follow UsdoctorAdvertisment Read More Special Story