""
ଭଲ ଖବର Videos ମୁଣ୍ଡ ପିଟି କାନ୍ଦିଲେ ପୂଜକ କାନ୍ଦୁଛନ୍ତି ପୂଜକ... ରାହା ଛାଡ଼ି ମା’ଙ୍କ ପାଦତଳେ ମୁଣ୍ଡ ବାଡାଇ ପକାଇଛନ୍ତି । ଏ କୌଣସି ଦୁଃଖର ଲୁହ ନୁହେଁ, ଏ ଲୁହ ହେଉଛି ମା’ଙ୍କୁ ବିଦାୟୀ ଦେବାର ଲୁହ । ସେଇଥି ପାଇଁ ତ କୋରି ହୋଇଯାଉଛି ଏ ପୂଜକଙ୍କ ଛାତି । ମା’ଙ୍କୁ ଏ ବର୍ଷ ପାଇଁ ଶେଷଥର ପୂଜା କରିବା ପରେ କାନ୍ଦି କାନ୍ଦି ଲୋଟିପଡ଼ୁଛନ୍ତି । 16 Oct 2024 11:19 ISTPallipuspa Samal Follow UsTearful FarewellAdvertisment Read More Durga Puja Special Story