ଭଲ ଖବର Videos ଟ୍ରାଇସାଇକେଲ ଚଳାଇ ରାଇକିଆରୁ ଭୁବନେଶ୍ବର ଏ ଅସହାୟ ଅଖି ଯେମିତି ଚାହିଁ ରହିଛି... ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଟିକିଏ ସାହାଯ୍ୟ ପାଇଁ... କତେବେଳେ ମୁଖ୍ୟମନ୍ତ୍ରୀ ଆସିବେ ଆଉ ମୋ କଥା ଶୁଣିବେ । ସେଇଥିପାଇଁ ତ ସୁଦୂର କନ୍ଧମାଳ ଜିଲ୍ଲା ରାଇକିଆରୁ ୩ ଦିନ ଧରି ଟ୍ରାଇସାଇକେଲ ଚଳାଇ ଆସିଛନ୍ତି ଦିବ୍ୟାଙ୍ଗ ପଦ୍ମଲୋଚନ ଦଳବେହେରା । 04 Jul 2024 11:53 ISTPallipuspa Samal Follow UsDivyang Man Cycles 3 Days to Meet Odisha CMAdvertisment Read More Divyang Man In Odisha