Advertisment

ବିଶାଳ ଶିବଲିଙ୍ଗ, ଉଚ୍ଚତା ୧୮ଫୁଟ

ଭଗବାନ ଶିବଙ୍କୁ ଅନେକ ରୂପରେ ପୂଜା କରାଯାଏ । ଦେଶରେ ଅନେକ ଶୈବପୀଠର ରହିଛି ଅନେକ କିମ୍ବଦନ୍ତି । ଦେଖନ୍ତୁ ଏହି ବିଶାଳ ଶିବଲିଙ୍ଗକୁ । ଏହାର ଉଚ୍ଚତା ଏବେ ୧୮ଫୁଟ ଏବଂ ଚଉଡା ୨୦ଫୁଟ । ଏ ହେଉଛି ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୩ କିମି ଦୂରରେ ଥିବା ମରୋଡା ଗାଁର ଭୂତେଶ୍ୱର ନାଥଙ୍କ ଶିବଲିଙ୍ଗ । ଯାହାକୁ ସ୍ଥାନୀୟ ଅଂଚଳରେ ଭକୁରା ମହାଦେବ ନାମରେ ସମସ୍ତେ ଜାଣନ୍ତି ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ