Advertisment

ଜୀବନ ବଞ୍ଚାଉଛି ବାଇକ୍‌ ଆମ୍ବୁଲାନ୍ସ, ଗରିବଙ୍କ ସାଜିଛି ସାହାରା

ଗରିବର ସାହାରା ପାଲଟିଛି ବାଇକ୍‌ ଆମ୍ବୁଲାନ୍ସ । ୨୦୨୧ରୁ ୨୦୨୪ ମାର୍ଚ୍ଚ ସୁଦ୍ଧା ୫ ହଜାରରୁ ଅଧିକ ଲୋକଙ୍କୁ ଏହି ସେବା ଯୋଗାଇ ଦିଆଯାଇଛି । ଫଳରେ ଉପକୃତ ହୋଇପାଇଛନ୍ତି ରାଇରଙ୍ଗପୁର, ଯଶିପୁର, କୁସୁମି ଏବଂ ବିଜାତଳା ବ୍ଲକର ଲୋକେ ।

Advertisment
Bike Ambulance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ