Advertisment

ବିଦେଶ ବୁଲିବାକୁ ସଞ୍ଚିଥିଲେ, ସହୀଦଙ୍କ ପରିବାରକୁ ଦାନ କରିଦେଲେ ସବୁ ଟଙ୍କା

ଦମ୍ପତିଙ୍କ ମହାନତା । ସହିଦ ଯବାନଙ୍କ ପରିବାରକୁ ଦାନ କଲେ ୧ଲକ୍ଷ ୯ ହଜାର । ନିଜର ଇଚ୍ଛାକୁ ମାରି ଦେଶ ପାଇଁ ଜୀବନ ଦେଇଥିବା ପୁଅର ପରିବାର ନିକଟରେ ଛିଡ଼ାହେଲେ ମୁମ୍ବାଇର ଏହି ଦମ୍ପତି ।

Advertisment

ଆଜି ବି ବଞ୍ଚିଛି ମଣିଷ ପଣିଆ । ଏବେ ବି ହଜିନି ମାନବିକତା । ବିଦେଶ ବୁଲିବାକୁ ଏକ ଲକ୍ଷ ୯ ହଜାର ଟଙ୍କା ସଞ୍ଚୟ କରିଥିଲେ ଏମାନେ, ହେଲେ ପହଲଗାମ ଆତଙ୍କୀ ହମଲା ପରେ ବୁଲିବାକୁ ନଯାଇ ସେହି ଟଙ୍କାକୁ ଜଣେ ସହିଦ ଯବାନଙ୍କ ପରିବାରକୁ ଦାନ କରିଛନ୍ତି । ଦେଶ ସୁରକ୍ଷାରେ ଥିବା ୨୦ ବର୍ଷୀୟ ଯବାନ ମୁରଲୀ ନାୟକ ସହିଦ ହେବା ପରେ ତାଙ୍କ ପରିବାର ପାଖରେ ଛିଡ଼ା ହୋଇଛନ୍ତି ଏହି ଦମ୍ପତି । 

Advertisment
India Pakistan War Martyred
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ