""
ଭଲ ଖବର Videos ସପୁରୀ ଅଭାବୀ ବିକ୍ରି, ଚାଷୀ ମୁଣ୍ଡରେ ଚଡ଼କ ବୁଦାରେ ଫଳିଛି ପାଚିଲା ରସୁଆଳ ସପୁରୀ। କାଟିଆଣି ରାସ୍ତା ପାଖରେ ଗଦାଉଛନ୍ତି ଚାଷୀ। ଆଶା ଭଲ ଦରରେ ବିକ୍ରି ହେଲେ ପରିବାରର ଗୁଜୁରାଣ ମେଣ୍ଟିବ। ହେଲେ ସପୁରୀର ଅଭାବୀ ବିକ୍ରି ଚାଷୀ ମୁହଁରୁ ହଜାଇ ଦେଇଛି ହସ। 06 Jul 2024 11:37 ISTPallipuspa Samal Follow UsPineapple FarmingAdvertisment Read More Pineapple