Police Constable Teaches Slum Children
Advertisment
ଚାକିରୀ କରିଛନ୍ତି ପୋଲିସ, କିନ୍ତୁ ନିଶା ହେଲା ପାଠ ପଢ଼ାଇବା । ୯ବର୍ଷ ହେଲା ମଧ୍ୟପ୍ରଦେଶ ଇନ୍ଦୋରର ବସ୍ତି ଅଞ୍ଚଳରେ ପାଠ ପଢ଼ାଉଛନ୍ତି ସଂଜୟ ସନୱାରେ ନାମକ ଏହି ପୋଲିସ କନଷ୍ଟେବଳ । ଫ୍ରିରେ ବସ୍ତିର ଗରିବ ପିଲାଙ୍କୁ ପାଠ ପଢ଼ାଇ ସାଜିଛନ୍ତି ଉଦାହରଣ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us