By: Sarbeswar
Last updated: 18 November 2022, 10:03 PM IST
ପିଲାଙ୍କୁ ଭଲରେ ରଖିବେ ବୋଲି ଦାଦନ ଯାଇଥିଲେ, ଟ୍ରେନ୍ରେ କଟିଗଲେ। ଏବେ ବିନା ଆଶାବାଡି ସହାୟତାରେ ପାଦେ ଚାଲିବା କଷ୍ଟ...ସବୁ ସ୍ନପ୍ନ ଚୁରମାର ହୋଇଗଲା। ସ୍ୱାମୀଙ୍କ ଯନ୍ତ୍ରଣା ଦେଖି ଭୋ ଭୋ କାନ୍ଦୁଛି ସ୍ତ୍ରୀ