By: Pallipuspa Samal
Last updated: 10 September 2024, 12:57 PM IST
ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ । ଚଳିତ ବର୍ଷର ଥିମ୍ 'ଚେଞ୍ଜିଙ୍ଗ୍ ଦ ନ୍ୟାରେଟିଭ୍ ଅନ୍ ସୁଇସାଇଡ୍' । ଆତ୍ମହତ୍ୟା ପ୍ରବଣତା ଉପରେ ବ୍ରେକ୍ ଲଗାଇବା ପାଇଁ ଉଦ୍ୟମ ।