Advertisment

ବିଶ୍ୱ ତମାଖୁ ବର୍ଜନ ଦିବସ; ‘ଆମକୁ ଖାଦ୍ୟ ଲୋଡ଼ା, ତମାଖୁ ନୁହେଁ’

ତମାଖୁ ରାକ୍ଷସ କାହାର ସ୍ୱପ୍ନ ଉଜାଡ଼ିଦେଉଛି ଆଉ କାହାର ସଂସାର । କିଏ ନିଜେ ରୋଗ ଯନ୍ତ୍ରଣାରେ ଛଟପଟ, ତ ଆଉ କିଏ ଯେମିତି ପୂରା ପରିବାରକୁ ଭସାଇ ଦେଇଯାଇଛି ଅଥଳ ସମୁଦ୍ର ମଝିରେ ।

Advertisment

ଘାତକ ତମାଖୁ ସଂପର୍କିତ ସଚେତନତା ସୃଷ୍ଟି ପାଇଁ ଆଜି ସାରା ବିଶ୍ୱରେ ପାଳିତ ହେଉଛି ତମାଖୁ ବର୍ଜନ ଦିବସ । ଏବର୍ଷର ବାର୍ତ୍ତା ରହିଛି- ଆମକୁ ଖାଦ୍ୟ ଲୋଡ଼ା, ତମାଖୁ ନୁହେଁ । କାରଣ ତମାଖୁ ଅଖାଦ୍ୟ, ଆମ ରାଜ୍ୟରେ ନିଷିଦ୍ଧ, ବିଷଠୁ ବି ବିଷାକ୍ତ । ବିଷ ପିଇଲେ ଜଣେ ମରେ । ହେଲେ ତମାଖୁ ପୂରା ପରିବାରକୁ ଛାରଖାର କରିଦେଇପାରେ । ବଞ୍ଚିଥାଉ ଥାଉ ଦେଇପାରେ ମୃତ୍ୟୁର ଯନ୍ତ୍ରଣା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ