""
ଉତ୍ସବ ଅନୁଷ୍ଠାନ Videos ଭଦ୍ରକରେ ଗୋଲ୍ଡେନ୍ ଟେମ୍ପୁଲ୍ କାଳୀପୂଜା ପାଇଁ ଭଦ୍ରକ ଏବେ ଚଳଚଞ୍ଚଳ । ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ସକାଳୁ ରାତି ଯାଏଁ ନାହିଁ ନଥିବା ଭିଡ଼ । ଚରମ୍ପାର ୯ଟି ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । 05 Nov 2024 15:24 ISTPallipuspa Samal Follow UsGolden Temple Themed MandapAdvertisment Read More Bhadrak Kali Puja Special Story