""
ଉତ୍ସବ ଅନୁଷ୍ଠାନ Videos ପୂଜା ପାଉଛନ୍ତି ୪୫ ଫୁଟ କାଳୀ ବଙ୍ଗୀୟ ରୀତି ନୀତିରେ ଚାଲିଛି ମା’ କାଳୀଙ୍କ ଆରାଧନା । ସନ୍ଧ୍ୟା ଆରତି ସମୟରେ ବାଜୁଛି ଢାକ ବାଜା । ନାଚୁଛନ୍ତି ଭକ୍ତ, ଖୁସିରେ ଫାଟି ପଡ଼ୁଛି ଅଞ୍ଚଳ । ସବୁଠି ଦେଖିବାକୁ ମିଳୁଛି କେବଳ ଅଧ୍ୟାତ୍ମିତାର ଧୁନ୍। 04 Nov 2024 12:58 ISTPallipuspa Samal Follow UsCelebrate Kali PujaAdvertisment Read More Umerkote Kali Puja