Pakhal Divas
Advertisment
ଓଡ଼ିଆର ପ୍ରାଣ, ଗରିବର ଧନ ଓ ଖଟିଖିଆଙ୍କ ଜୀବନ-ପଖାଳ କଂସା । ଶାଗ ଭଜା କି ମାଛ ଭଜା ଥିଲେ ତ ସ୍ୱର୍ଗୀୟ ଭୋଜନ ଭଳି କଥା । ଓଡ଼ିଶାବାସୀ ଯେ ପଖାଳକୁ କେତେ ପସନ୍ଦ କରନ୍ତି, ପ୍ରତି ବର୍ଷ ଭଳି ଆଜି ମଧ୍ୟ ଉତ୍ସାହ ଓ ଉଦ୍ଦୀପନାର ସହ ପଖାଳ ଦିବସ ପାଳି, ତାହା ଜଣାଇ ଦେଇଛନ୍ତି ସାରା ଦୁନିଆକୁ । ଗରିବର କୁଡ଼ିଆଠୁ ନେତା ଓ ଧନୀଙ୍କ ଡାଇନିଂ ଟେବୁଲ ଯାଏଁ, ଆଜି ସବୁଠି ଥିଲା ପଖାଳର ରାଜ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us