By: Prangyan Parimita
Last updated: 23 October 2023, 11:52 AM IST
କଥା କହିଲା ବେଳକୁ ଆଖିରୁ ଲୁହ ଝରି ପଡ଼ୁଛି । ଦୁଇ ବର୍ଷର ପୁଅକୁ ଧରି ପ୍ରେମିକ ଘର ଆଗରେ ହକ୍ ମାଗୁଛନ୍ତି ରୀନା । କହୁଛନ୍ତି କି ମତେ ରହିବାକୁ ଟିକେ ବାସ ଦିଅ..