Advertisment

ଭୁବନେଶ୍ୱରରୁ ବିଦେଶର ୭ ସହରକୁ ଉଡିବ ତ ବିମାନ ?

ଭୁବନେଶ୍ୱରରୁ ବିଦେଶର ୭ ସହରକୁ ବିମାନ ଉଡ଼ାଣ ନେଇ କେନ୍ଦ୍ରର ସୁନେଲୀ ସ୍ୱପ୍ନ। ଭିଜିଏଫ୍ ଜରିଆରେ ବିମାନ ଚଳାଚଳ ଲାଗି ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ପ୍ରସ୍ତାବ। କେତେ ଦୂର ଏହା ସତ ହେବ?

ଅଦ୍ୟତନ ହୋଇଛି
Advertisment

ଭୁବନେଶ୍ୱରରୁ ପୁଣିଥରେ ବିଦେଶକୁ ଉଡ଼ିବ ବିମାନ ! ଏମିତି ସ୍ୱପ୍ନ ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଭାଏବଲ୍ ଗ୍ୟାପ୍ ଫଣ୍ଡ ବା ଭିଜିଏଫ୍ ଜରିଆରେ ବିମାନ ଚଳାଚଳ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ତେବେ ଏ ସ୍ୱପ୍ନ କେତେ ଦୂର ବାସ୍ତବ ହେବ, ସେନେଇ ଆରମ୍ଭ ହୋଇଛି ଅଙ୍କକଷା ।

Advertisment
Odisha Govt International Flights
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ