ମୁଣ୍ଡଳିରେ ହୀରାକୁଦ ବନ୍ୟା ଜଳ। ରାତି ୧୧ଟା ପରଠାରୁ ମୁଣ୍ଡଳିରେ ଜଳସ୍ତର ସ୍ଥିର ରହିଛି। ହୀରାକୁଦର ବନ୍ୟା ଜଳ ପହଞ୍ଚି ସାରିଥିଲେ ବି ଜଳସ୍ତର ସ୍ଥିର।