ଅଦ୍ୟତନ ହୋଇଛି
Prasad
Advertisment
ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକଙ୍କ ଗିରଫ ମାମଲା। ଲୋକଙ୍କୁ ମିଛ କହି ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ୱେଲଫେୟାର ଗ୍ରୁପ୍ ଅଫ୍ କମ୍ପାନୀ ନା ରେ ୧୨୦୦ କୋଟି ଟଙ୍କାର ଠକେଇ କରିବାର ଅଭିଯୋଗ ରହିଛି। ଏନେଇ ତାଙ୍କୁ ପଚରାଉଚରା ଚାଲିଛି। ଓଡିଶାରେ ତାଙ୍କର ଅନେକ ସମ୍ପତ୍ତି ରହିଥିବାର ସୂଚନା ମିଳିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us