Anubhav and Barsha
Advertisment
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ଅଗଷ୍ଟ ୧୦କୁ ଘୁଞ୍ଚିଲା । ଛାଡପତ୍ର ନେଇ ହୋଇଥିବା ମାମଲା ଆଜି ଫ୍ୟାମିଲି କୋର୍ଟରେ ମଧ୍ୟସ୍ଥତା କେନ୍ଦ୍ରରେ ହେବାର ଥିଲା ,ଏନେଇ ସାଂସଦ ଅନୁଭବ ମହାନ୍ତି ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ କିନ୍ତୁ ବର୍ଷା ପ୍ରିୟଦର୍ଶିନୀ କୋର୍ଟକୁ ଆସିନଥିଲେ । ତେବେ ପରବର୍ତ୍ତି ଶୁଣାଣି ଅଗଷ୍ଟ ୧୦କୁ ଘୁଞ୍ଚାଇ ଦିଆଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us