Advertisment

ଜରିପାଲ ତଳେ ୫ ପ୍ରାଣୀ କୁଟୁମ୍ବ, ବିଜେଡ଼ି କହୁଛି ଆମେ ନମ୍ବର ୱାନ୍

ଜରିପାଲ ତଳେ ୫ ପ୍ରାଣୀ କୁଟୁମ୍ବ, ବିଜେଡ଼ି କହୁଛି ଆମେ ନମ୍ବର ୱାନ୍ । ଆମ ସରକାର କାଳେ ସବୁଥିରେ ନମ୍ବର ୱାନ୍ । ଯୋଜନା କରିବାରେ ନମ୍ବର ୱାନ୍, ନିୟମ କରିବାରେ ନମ୍ବର ୱାନ୍, ନିୟମ ଭାଙ୍ଗିବାରେ ବି ନମ୍ବର ୱାନ୍ ।

ଅଦ୍ୟତନ ହୋଇଛି
Advertisment

ଜରିପାଲ ତଳେ ୫ ପ୍ରାଣୀ କୁଟୁମ୍ବ, ବିଜେଡ଼ି କହୁଛି ଆମେ ନମ୍ବର ୱାନ୍ । ଆମ ସରକାର କାଳେ ସବୁଥିରେ ନମ୍ବର ୱାନ୍ । ଯୋଜନା କରିବାରେ ନମ୍ବର ୱାନ୍, ନିୟମ କରିବାରେ ନମ୍ବର ୱାନ୍, ନିୟମ ଭାଙ୍ଗିବାରେ ବି ନମ୍ବର ୱାନ୍ । ଏଠି ୨୧ ବର୍ଷର ସ୍ଥିର ସରକାରରେ ଜଣେ ନାଗରିକ କେମିତି ଜରିପାଲ ତଳେ ଜୀବନ କାଟୁଛି, ଆଉ ଏ ସରକାରକୁ ନିନ୍ଦୁଛି ଦେଖନ୍ତୁ ।

Advertisment
Keonjhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ