By: Prangyan Parimita
Last updated: 07 September 2023, 10:30 AM IST
ଆଜକୁ ହଜାର ହଜାର ବର୍ଷ ତଳେ ମୁନି ଋଷି ଆଧ୍ୟାତ୍ମିକ ପରିବେଶ ଭିତରେ ରହି ସିଦ୍ଧି ଲାଭ ପାଇଁ ଏଠାକାର ଗୁମ୍ପାରେ ତପସ୍ୟା କରୁଥିଲେ । ଗ୍ରାମବାସୀମାନେ ମଧ୍ୟ ସେଠାକୁ ଯାଇ ଗାଁର ମଙ୍ଗଳ କାମନା ସହ ଭଲ ଅମଳ ପାଇଁ ପ୍ରାର୍ଥନା କରୁଥିଲେ....