By: Prangyan Parimita
Last updated: 03 August 2022, 10:58 AM IST
ଆଚ୍ଛା...ବାହାଘରଠୁ ବ୍ରତଘର...ଜନ୍ମଦିନଠୁ ଶ୍ରାଦ୍ଧ...ସବୁଦିନ ମତେ ଡାକିବ। ହେଲେ ଭୋଜି କଲା ବେଳକୁ ବିଧାୟକ, ସରପଞ୍ଚଙ୍କୁ ଡାକି ମାଂସ ଝୋଳ ଖୁଆଇବ । ଏମିତି ହୋଇପାରିବନି...ତୁମ ମୁଣ୍ଡକୁ...ମୋ ବୋଉଲୋ...ମାଡାମ ରାଗିଛନ୍ତି