By: Prangyan Parimita
Last updated: 19 September 2022, 10:24 AM IST
ସଦାବେଳେ ତ ନନଭେଜ୍ ଆଇଟମ୍ ଦେଖୁଛନ୍ତି, ଆଜି ଟିକେ ମନ୍ଦିର ପ୍ରାଙ୍ଗଣରେ ବସି ରବିନନାଙ୍କ ରାନ୍ଧଣା ଦେଖନ୍ତୁ। ଆଜି ଗୋଟେ ନୂଆ ଆଇଟମ୍ ଖାଆନ୍ତୁ। ଦେଶୀ ପରିବା ପକେଇ ଲିମ୍ବ ପତ୍ରରେ ତିଆରି ହୋଇଛି ଗଲଗଲିଆ ବେସର ଆଇଟମ୍।