ଅଦ୍ୟତନ ହୋଇଛି
Special Story | This Indian CEO Earns A Whopping 17.19 Crore A Year, Highest In India
Advertisment
ପିଲାଛୁଆ, ପରିବାର ଚଳାଇବା ପାଇଁ ଲୋକେ ଚାକିରି କରିଥାନ୍ତି। ହେଲେ ଦରମା ଯେତିକି ପାଆନ୍ତି, ମାସ ଶେଷ ବେଳକୁ ତାହା ନଥାଏ। ହେଲେ ଆମ ଦେଶରେ ଏମିତି ଚାକିରିଆ ଅଛନ୍ତି, ଯେ ହଜାରେ କି ଲକ୍ଷ ନୁହେଁ ମାସକୁ ୧୭ କୋଟିରୁ ଅଧିକ ଟଙ୍କା ଦରମା ପାଉଛନ୍ତି। ଜାଣନ୍ତୁ ସେ ବ୍ୟକ୍ତି ଜଣକ କିଏ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us