Advertisment

ମାନବିକତା ଦେଖାଇଲା ପୋଲିସ, କଲା ଅସହାୟ ବୃଦ୍ଧଙ୍କ ଶବ ସତ୍କାର

ରାଜ୍ୟରେ ପୋଲିସର ଛବି ଦିନକୁ ଦିନ ମଳିନ ହେବାରେ ଲାଗିଛି । ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ଉଠୁଛି ।

ଅଦ୍ୟତନ ହୋଇଛି
Advertisment

ରାଜ୍ୟରେ ପୋଲିସର ଛବି ଦିନକୁ ଦିନ ମଳିନ ହେବାରେ ଲାଗିଛି । ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ଉଠୁଛି । ଠିକ୍ ଏହି ସମୟରେ ନାକଟିଦେଉଳ ପୋଲିସ ମାନବିକତା ଦେଖାଇଛି । ପ୍ରମାଣ କରିଛି, ଯାହାର କେହି ନାହାନ୍ତି ତା ର ପୋଲିସ ଅଛି । ଜଣେ ଅସହାୟ ବୃଦ୍ଧଙ୍କ ଶବ ସତ୍କାର କରିଛି ।

Advertisment
Odisha Police Rairakhole Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ