Advertisment

ମୃତ୍ୟୁ ପରେ ଈଶ୍ୱର ପାଲଟିଗଲେ ଦୁଇବନ୍ଧୁ, ବଞ୍ଚାଇଲେ ୧୨ ଜଣଙ୍କ ଜୀବନ

ଜନ୍ମଦିନ ପାଳନ ପାଇଁ ଘରକୁ ଫେରୁଥିଲେ ଦୁଇବନ୍ଧୁ। ଦୁର୍ଘଟଣା ଘଟିବାରୁ ଡାକ୍ତରଖାନାରେ ମୃତ୍ୟୁ ସହ ଲଢ଼ି ଲଢ଼ି ଶେଷରେ ଚାଲିଗଲେ।

ଅଦ୍ୟତନ ହୋଇଛି
Advertisment

ଜନ୍ମଦିନ ପାଳନ ପାଇଁ ଘରକୁ ଫେରୁଥିଲେ ଦୁଇବନ୍ଧୁ। ଦୁର୍ଘଟଣା ଘଟିବାରୁ ଡାକ୍ତରଖାନାରେ ମୃତ୍ୟୁ ସହ ଲଢ଼ି ଲଢ଼ି ଶେଷରେ ଚାଲିଗଲେ। କିନ୍ତୁ ମୃତ୍ୟୁ ପରେ ଏମାନେ ଭଗବାନ ପାଲଟିଗଲେ। ନିଜର ଅଙ୍ଗଦାନ କରି ଏମାନେ ୧୨ ଜଣଙ୍କୁ ଦେଇଗଲେ ନୂଆ ଜୀବନ। ଡାକ୍ତରଖାନା କମ୍ପୁଥିଲା କ୍ରିସ୍ ମିତ୍ ଅମର ରହେ ନାରାରେ। ଏମାନଙ୍କ ଅଙ୍ଗ ନିଆଯିବା ବେଳର ଦୃଶ୍ୟ ବି ଥିଲା ଦେଖିବା ଭଳି।

Advertisment
Friends Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ