Advertisment

ଫୋନରେ କଥା ହେଉଛନ୍ତି ମୋଦି-ନବୀନ ! ଦିବ୍ୟାଙ୍ଗ ଭୀମଙ୍କ ମାଇଣ୍ଡ ବ୍ଲୋଇଂ ମିମିକ୍ରି

ଆପଣ କେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ କଥାବାର୍ତ୍ତା ଶୁଣିଛନ୍ତି? ମନେକରନ୍ତୁ ନବୀନ-ଜୀ ଏବଂ ମୋଦୀ-ଜୀଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପ ଚାଲିଛି।

ଅଦ୍ୟତନ ହୋଇଛି
Advertisment

ଆପଣ କେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ କଥାବାର୍ତ୍ତା ଶୁଣିଛନ୍ତି? ମନେକରନ୍ତୁ ନବୀନ-ଜୀ ଏବଂ ମୋଦୀ-ଜୀଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପ ଚାଲିଛି। ତାହେଲେ ସେମାନେ କେମିତି କଥା ହେବେ, ଏହାର ମାଇଣ୍ଡ ବ୍ଲୋଇଂ ମିମିକ୍ରି କରିଛନ୍ତି ଝାରସୁଗୁଡ଼ାର ଦୃଷ୍ଟିବାଧିତ ଯୁବକ ଭୀମ ସା’। ଦର୍ଶକବନ୍ଧୁ ଭିଡିଓ ଦେଖିବେ କିନ୍ତୁ ଦେହକୁ ନେବେନି। ଆମ ରାଜ୍ୟର ଜଣେ କଳାପ୍ରେମୀ କଳାକାରଙ୍କ ଦକ୍ଷତାକୁ ଲକ୍ଷ୍ୟ କରିବେ ଓ ତାଙ୍କୁ ପ୍ରଶଂସା କରିବାକୁ କୁଣ୍ଠା କରିବେ ନାହିଁ।

Advertisment
Inspiring Odisha Divyang Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ