ଅଦ୍ୟତନ ହୋଇଛି
Special Story | Meet Rourkela\'s \'Pad Woman\' Who Spreads Awareness On Menstrual Hygiene
Advertisment
କିଛିଦିନ ପୂର୍ବରୁ ଅକ୍ଷୟ କୁମାରଙ୍କର ପ୍ୟାଡମ୍ୟାନ୍ ସିନେମା ସାରା ଦେଶରେ ଚହଳ ପକାଇଥିଲା। ଏବେ ରାଉରକେଲାରେ ବାହାରିଛନ୍ତି ଜଣେ ପ୍ୟାଡ୍ ଓମ୍ୟାନ୍। ନାଁ ତାଙ୍କର ଅନୁଶ୍ରୀ ଦାସ। ପାଠ ସାଠ ପଢ଼ି ବାହାରେ ଚାକିରି କରି ଯେଉଁ ଅଭିଜ୍ଞତା ଅର୍ଜନ କରିଛନ୍ତି, ଏବେ ତାହାକୁ ଗାଁ ଗାଁ ବୁଲି ବିତରଣ କରୁଛନ୍ତି। କହୁଛନ୍ତି ଋତୁଶ୍ରାବକୁ ଏତେ ଲାଜ କାହିଁକି ? ମୁଁ ବାଣ୍ଟିବି ଏ ଲକ୍ଷ ପ୍ୟାଡ୍। ମୋର ବି ସମାଜ ପ୍ରତି ଗୋଟେ ବ୍ୟକ୍ତିଗତ ଦାୟିତ୍ୱ ଅଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us