Advertisment

ମାନିକେ ମାଗେ ହିଥେ ଗୀତର ରାଣୀ ୟୋହାନୀ

ବୟସ ୨୮ ବର୍ଷ। ନାଁ ୟୋହାନୀ ଡି ସିଲ୍ଭା। ବାପା ଜଣେ ଆର୍ମି ଅଫିସର। ମା ଜଣେ ଏୟାର ହୋଷ୍ଟେସ୍। ହେଲେ ପିଲାଟି ଦିନରୁ ଗୀତକୁ ଭଲ ପାଉଥିବା ଶ୍ରୀଲଙ୍କା ଝିଅ ୟୋହାନିଙ୍କ ଗୀତ ‘ମାନିକେ ମାଗେ ହିଥେ’ ଆଜି ସମସ୍ତଙ୍କ ହୃଦୟକୁ ଆନ୍ଦୋଳିତ କରୁଛି।

ଅଦ୍ୟତନ ହୋଇଛି
Advertisment

ବୟସ ୨୮ ବର୍ଷ। ନାଁ ୟୋହାନୀ ଡି ସିଲ୍ଭା। ବାପା ଜଣେ ଆର୍ମି ଅଫିସର। ମା ଜଣେ ଏୟାର ହୋଷ୍ଟେସ୍। ହେଲେ ପିଲାଟି ଦିନରୁ ଗୀତକୁ ଭଲ ପାଉଥିବା ଶ୍ରୀଲଙ୍କା ଝିଅ ୟୋହାନିଙ୍କ ଗୀତ ‘ମାନିକେ ମାଗେ ହିଥେ’ ଆଜି ସମସ୍ତଙ୍କ ହୃଦୟକୁ ଆନ୍ଦୋଳିତ କରୁଛି। ଭାଷା ବୁଝି ହେଉ ନ ଥିଲେ ବି ଭାବ ଏତେ ମନ ଛୁଆଁ ଯେ, ସମସ୍ତେ ଗୁଣୁଗୁଣୋଉଛନ୍ତି। ଆଜି ଦେଖନ୍ତୁ ସେହି ସୁନ୍ଦରୀ ତରୁଣୀ ୟୋହାନୀଙ୍କ କାହାଣୀ

Advertisment
Manike Mage Hithe Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ