ଅଦ୍ୟତନ ହୋଇଛି
Special Story | Let’s Plan A Trip To Balasore’s Bichitrapur
Advertisment
ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକରେ ରହିଛି ଏକ ସୁନ୍ଦର ସ୍ଥାନ ବିଚିତ୍ରପୁର। ସୁବର୍ଣ୍ଣରେଖା ନଦୀ କୀର୍ତ୍ତନିଆଠାରେ ସମୁଦ୍ରରେ ମିଶଛି। ଆଉ ଏହି ମିଳନ ସ୍ଥଳରେ ରହିଥିବା ଲୁଣା ଜଙ୍ଗଲ ହିଁ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଥାଏ। ଏଠି ଆପଣ ସମୁଦ୍ର ଭିତରେ ବୋଟିଂର ମଜା ମଧ୍ୟ ନେଇପାରିବେ। ତା ସହିତ ଦେଖିପାରିବେ ନାଲି କଙ୍କଡ଼ା ଓ ବିଦେଶୀ ପକ୍ଷୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us