Advertisment

ଆଖି ଖୋଲି ଦେଖ ସରକାର, ଏମିତି ହୋଇଛି ମନରେଗା କାମ

ତେଇଶି ବର୍ଷର ସ୍ଥିର ସରକାର। ସ୍ୱଚ୍ଛ ସରକାର ବୋଲି ପ୍ରଚାର ଚାଲିଛି। କିନ୍ତୁ ଏହି ଭିଡିଓ ଦେଖିଲେ ଆପଣ ଜାଣିବେ ତଳ ସ୍ତରରେ କେତେ ଦକ୍ଷ ଏହି ସରକାର।

ଅଦ୍ୟତନ ହୋଇଛି
Advertisment

ତେଇଶି ବର୍ଷର ସ୍ଥିର ସରକାର। ସ୍ୱଚ୍ଛ ସରକାର ବୋଲି ପ୍ରଚାର ଚାଲିଛି। କିନ୍ତୁ ଏହି ଭିଡିଓ ଦେଖିଲେ ଆପଣ ଜାଣିବେ ତଳ ସ୍ତରରେ କେତେ ଦକ୍ଷ ଏହି ସରକାର। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ମନରେଗା କାମ ଏମିତି ହେଇଛି ଯେ, ଆମ୍ପୁଡ଼ି ଦେଲେ ଉଠି ଯାଉଛି। 

Advertisment
Corruption In Odisha Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ