ଅଦ୍ୟତନ ହୋଇଛି
Special Story | COVID Lockdown Curbs Make A Comeback In China
Advertisment
ଚାଇନାକୁ ପୁଣି ଫେରିଛି ଆତଙ୍କ। ମହାମାରୀ କରୋନା ସହରରୁ ସହର ମାଡି ମାଡି ଚାଲିଛି। ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସବୁ କିଛି ବନ୍ଦ କରି ଦେଇଛି ପ୍ରଶାସନ। ସ୍କୁଲଠୁ ରାସ୍ତାଘାଟ ସବୁଠି ଅଘୋଷିତ କର୍ଫ୍ୟୁ। ଫଳରେ ଲୋକମାନେ ନିଜ ଜୀବନ ପାଇଁ ଏକ ପ୍ରକାର ଗୃହବନ୍ଦୀ ହୋଇ ରହିବାକୁ ବାଧ୍ୟ ହୋଇଛନ୍ତି.
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us