Last updated: 05 September 2021, 02:21 PM IST
ଦୁନିଆ ଦେଖିବାକୁ ତାଙ୍କ ଆଖିରେ ଶକ୍ତି ନାହିଁ। କିନ୍ତୁ ଗୌରବର କଥା ହେଲା, ସେ ଅନ୍ଯକୁ ଦେଖାଉଛନ୍ତି ଶିକ୍ଷାର ଆଲୋକ। ସେ ହେଲେ ସମସ୍ତଙ୍କର ପ୍ରିୟ ଭାସ୍କର ସାର୍। ଆଜି ଗୁରୁ ଦିବସରେ ଆସନ୍ତୁ ଥରେ ଭେଟିବା ଶିକ୍ଷାର ଏହି ଦୃଷ୍ଟିହୀନ ବିନ୍ଧାଣୀଙ୍କୁ।