By: Prangyan Parimita
Last updated: 21 September 2021, 05:18 PM IST
ଧରା ପଡିଛି ଚୀନର ଚିଟିଂ। ମାତ୍ର ଗୋଟିଏ ଭୁଲ୍ ପାଇଁ ଅନେକ କ୍ଷତି ସହିବାକୁ ପଡିଛି। ରିଭ୍ୟୁ ବେଳେ ଚାଇନା କଂପାନୀର ମିଛ ଧରା ପଡିବା ପରେ ୬୦୦ଟି ବ୍ରାଣ୍ଡକୁ ବ୍ୟାନ୍ କରିବାକୁ ବାଧ୍ୟ ହୋଇଛି ଆମାଜନ୍। ଏବେ ଆଣୁଛି ମିଛ ଅଭିଯୋଗ.