ଅଦ୍ୟତନ ହୋଇଛି
Special Story | Almost 50 Pc Members Of Taliban’s Govt In Afghan On UNSC’s Terrorism Blacklist
Advertisment
ଯେଉଁମାନେ ଆତଙ୍କବାଦୀ ସେମାନଙ୍କୁ ତାଲିବାନ ସରକାରରେ ମିଳିଛି ମନ୍ତ୍ରୀପଦ। କହିବାକୁ ଗଲେ ତାଲିବାନ ସରକାରରେ ଭର୍ତ୍ତି ହୋଇଛନ୍ତି ଆତଙ୍କବାଦୀ। କାହାର ନାଁ ମୋଷ୍ଟ ଓ୍ୱେଣ୍ଟେଡ ତାଲିକାରେ ରହିଛି ତ ଆଉ କିଏ ମାଦକ ଦ୍ରବ୍ୟ ତସ୍କରୀ ଭାବେ ବେଶ ଜଣାଶୁଣା। ଦେଖନ୍ତୁ ପୂରା ଲିଷ୍ଟ, ଚିହ୍ନନ୍ତୁ ସେମାନଙ୍କୁ..
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us