Advertisment

ଖାଦ୍ୟର ଘୋର ଅଭାବ, ପଞ୍ଜଶୀର ଛାଡୁଛନ୍ତି ଲୋକେ

ତାଲିବାନୀଙ୍କ ସହ ଟକ୍କର ଦେବା ମହଙ୍ଗା ପଡିଛି। ପଞ୍ଜଶୀର ପାର୍ବତ୍ୟାଞ୍ଚଳରେ ଦେଖା ଦେଇଛି ଖାଦ୍ୟ ଅଭାବ। ବଂଚିବା ପାଇଁ ସଘର୍ଷ କରି ଶେଷରେ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି ଏଠାକାର ଲୋକେ।

Advertisment

ତାଲିବାନୀଙ୍କ ସହ ଟକ୍କର ଦେବା ମହଙ୍ଗା ପଡିଛି। ପଞ୍ଜଶୀର ପାର୍ବତ୍ୟାଞ୍ଚଳରେ ଦେଖା ଦେଇଛି ଖାଦ୍ୟ ଅଭାବ। ବଂଚିବା ପାଇଁ ସଘର୍ଷ କରି ଶେଷରେ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି ଏଠାକାର ଲୋକେ। ନିଜେ ବଂଚିବା ପାଇଁ ବୃଦ୍ଧ ପିତାମାତା ଓ ପଶୁମାନଙ୍କୁ ଛାଡି କାବୁଲ ଚାଲି ଯାଉଥିବା ଦେଖିବାକୁ ମିଳିଛି।

Advertisment
Taliban
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ