Advertisment

ପରିବାର ବୋଝ ପାଇଁ ଅଟୋ ଚଳାଉଛି ୮ ବର୍ଷର ପିଲା

ପରିବାର ଚଳାଇବା ଲାଗି ଇ-ରିକ୍ସା ଚଳାଉଛନ୍ତି ୮ ବର୍ଷର ନାବାଳକ ଗୋପାଳ। ପାଠ ପଢି ସାରିବା ପରେ ଅଟୋ ଧରି ଯାତ୍ରୀ ପରିବହନ କରନ୍ତି, ଘରକୁ ଟଙ୍କା ଦିଅନ୍ତି

ଅଦ୍ୟତନ ହୋଇଛି
Advertisment

୮ ବର୍ଷର ବାଳକ, ସ୍କୁଲ ୟୁନିଫର୍ମ ପିନ୍ଧି ଚଲାଉଛି ଇ-ରିକ୍ସା । ପଛରେ ବସିଛନ୍ତି ୨ ଜଣ ଯାତ୍ରୀ। ହାଇଦ୍ରାବାଦ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏପରି ଦୃଶ୍ୟ ସେଦିନ ଚନ୍ଦ୍ରଗିରି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଚକିତ କରିଥିଲା ।  ସେ ଗାଡ଼ି ଅଟକାଇ ପିଲାଟିକୁ ପଚାରିଥିଲେ। ପିଲାଟି ନିଜ ଜୀବନ ସଂଘର୍ଷର ଯେଉଁ କାହାଣୀ କହିଥିଲା ଆଖିରେ ଲୁହ ଆସି ଯିବା ପରି ଥିଲା। 

Advertisment
Hyderabad E-rickshaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ