By: Prangyan Parimita
Last updated: 08 September 2023, 11:35 AM IST
ଅସହାୟ ହୋଇ ଜଣେ ବାପା କାନ୍ଦୁଛି..ଛାତିରେ ତାରେ ଅନେକ କୋହ.. ଆଉ ତା ବାହୁରେ ବଳ ନାହିଁ.. କି ଛାତିରେ ଜୁ ନାହିଁ.. ଯାହାକୁ ବଳ ବୟସ ଅର୍ଥ ଖର୍ଚ୍ଚ କରି ଛୋଟରୁ ବଡ଼ କଲା ସେଇ ପୁଅ ଆଜି ମାରିଦେବାକୁ ଜଗିଛି..