Advertisment

ବନ ସଂର‍‍କ୍ଷକ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା,ସାଇଣ୍ଟିଫିକ୍ ଟିମର ତନାଘନା

ବନ ସଂର‍‍କ୍ଷକ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଜାରି ରହିଛି ତନାଘନା । ଗତକାଲି ମୃତ ଏସିଏଫ୍ ସୋମ୍ୟରଞ୍ଜନଙ୍କ ସରକାରୀ ବାସ ଭବନରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛି ।

Advertisment

ବନ ସଂର‍‍କ୍ଷକ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଜାରି ରହିଛି ତନାଘନା । ଗତକାଲି ମୃତ ଏସିଏଫ୍ ସୋମ୍ୟରଞ୍ଜନଙ୍କ ସରକାରୀ ବାସ ଭବନରେ ସାଇଣ୍ଟିଫିକ୍ ଟିମ୍  ପହଞ୍ଚି ତନାଘନା କରିଛି  । ଘର ସର୍ଚ୍ଚ ବେଳେ କିଛି ହାତ ଲେଖା କାଗଜ ଜବତ କରିଛି ସାଇଣ୍ଚିଫିକ୍ ଟିମ୍ ।  ମୃତ ସୋମ୍ୟରଞ୍ଜନଙ୍କ ପତ୍ନୀଙ୍କୁ ପଚରାଉଚୁରା ପାଇଁ ବାରିପଦା ଯିବ ପୋଲିସ  ଟିମ୍ । 

Advertisment
Odisha Paralakhemundi Death ACF Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ