ଅଦ୍ୟତନ ହୋଇଛି
Roll Out Of ECMO Machines At Cuttack SCB Hospital Today
Advertisment
ଏସସିବିରେ ଆଜିଠୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଇକମୋ ଚିକିତ୍ସା ସେବା I ୯ଟି ମେସିନର ଉଦଘାଟନ I କଟକ SCB ପୂର୍ବ ଭାରତର ଇକ୍ମୋ ହବ୍। ରାଜ୍ୟ ସରକାର ମାଗଣାରେ ଇକ୍ମୋ ସେବା ଯୋଗାଇବେ ଓ ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ନିଜେ ସୁରକ୍ଷିତ ରହନ୍ତୁ ଓ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ: ମୁଖ୍ୟମନ୍ତ୍ରୀ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us