Advertisment

ବାଲିରେ ମହାପ୍ରଭୁଙ୍କୁ ସ୍ଵାଗତ,ବେଳାଭୂମୀରେ ତିଆରି ହୋଇଛି ବାଲି ରଥ

ପୁରୀ ବେଳାଭୂମୀରେ ତିଆରି ହୋଇଛି ବାଲି ରଥ । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ନନ୍ଦିଘୋଷ ରଥ ଓ ମହାପ୍ରଭୁଙ୍କୁ ନିର୍ମାଣ କରିଛନ୍ତି ।

Advertisment

ପୁରୀ ବେଳାଭୂମୀରେ ତିଆରି ହୋଇଛି ବାଲି ରଥ । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ନନ୍ଦିଘୋଷ ରଥ ଓ ମହାପ୍ରଭୁଙ୍କୁ ନିର୍ମାଣ କରିଛନ୍ତି । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଶ୍ୱର ସବୁଠୁ ବଡ଼ ବାଲୁକାରାଶିର ରଥ ନିର୍ମାଣ କରିଛନ୍ତି ,ଯାହାର ଉଚ୍ଚତା ରହିଛି ୪୩ ଫୁଟ୍ ୨ ଇଞ୍ଚ୍ । ଏହି ବାଲୁକା ରଥକୁ ତିଆରି କରିବା ପାଇଁ ପ୍ରାୟ ୮ ଘଣ୍ଟା ସମୟ ଲାଗିଛି । 

Advertisment
Odisha Puri Sudarsan Pattnaik Sand Art
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ