ଅଦ୍ୟତନ ହୋଇଛି
mi syndrome
Advertisment
ଚିନ୍ତା ବଢ଼ାଇଲା ପିଲାଙ୍କ ଏମ୍ଆଇ ସିଣ୍ଡ୍ରୋମ! କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ଏମଆଇ ସିଣ୍ଡ୍ରୋମ ବଢୁଛି। ଶିଶୁଙ୍କୁ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା। କୋଭିଡର ଏକ ମାସ ପରେ ମୁଣ୍ତବ୍ୟଥା,ଝାଡା ବାନ୍ତି ଭଳି ଲକ୍ଷଣ ଦେଖାଯାଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us