Advertisment

୬ ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ପରାମର୍ଶ

କୋଭିଡ ସଂକ୍ରମଣ ନେଇ ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶା,କେରଳ,କର୍ଣ୍ଣାଟକ,ମହାରାଷ୍ଟ,ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ପ୍ରଧାନମନ୍ତ୍ରୀ ।

ଅଦ୍ୟତନ ହୋଇଛି
Advertisment

କୋଭିଡ ସଂକ୍ରମଣ ନେଇ ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶା,କେରଳ,କର୍ଣ୍ଣାଟକ,ମହାରାଷ୍ଟ,ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରର ମୁଖ୍ୟମନ୍ତ୍ରୀମାନଙ୍କ ସହ  ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ପ୍ରଧାନମନ୍ତ୍ରୀ । ତୃତୀୟ ଲହରକୁ ରୋକିବାକୁ ହେଲେ କଡ଼ା ପଦ‍କ୍ଷେପ ଜରୁରୀ ବୋଲି ମୋଦି କହିଛନ୍ତି । 

Advertisment
COVID-19 Vaccine Prime Minister Narendra Modi Corona Wave Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ