By: Prangyan Parimita
Last updated: 21 December 2023, 08:31 AM IST
ଅସ୍ତରଙ୍ଗରେ ରହିଛି ଅନେକ ପର୍ଯ୍ୟଟନସ୍ଥଳ। ଦେବୀ ନଦୀ ମୁହାଣରେ ଥିବା ବୋଟିଂ, ହେନ୍ତାଳ ବଣ, ନାଲି କଙ୍କଡ଼ା ପର୍ଯ୍ୟଟକଙ୍କୁ ଏଠାକୁ ଆକୃଷ୍ଟ କରୁଛି।